କାନ୍ତ କବି - ପବିତ୍ର ଦାସ


ବନ୍ଦେ ଉତ୍କଳଜନନୀ ତାଙ୍କ

ଲେଖାଟି ସୁନ୍ଦର

ଜାତୀୟ ସଂଗୀତ ସେହି

ଉତ୍କଳ ମାତାର ।।


ପ୍ରତିଦାନ ତାଙ୍କ ସୃଷ୍ଟି

ଆଦ୍ୟ ଜୀବନର

କ୍ଷୁଦ୍ରଗଳ୍ପ ସଂକଳନ

ତାଙ୍କରି ନାମର ।।


କଣା ମାମୁଁ ଉପନ୍ୟାସ

ଅମଳୀନ ସ୍ରଷ୍ଟା

ଡଗର ପତ୍ରିକାର 

ସିଏ ପ୍ରତିଷ୍ଠାତା ।।


ଜନ୍ମ ତାଙ୍କ ଅଠାଅଶୀ(୧୮୮୮)

(୧୯୫୩)୫୩ ରେ ମୃତ୍ୟୁ ,

ତାଙ୍କ ପରି କବି ପ୍ରାଣ

ଧରାଧାମେ ଖ୍ୟାତ ।।


ଉପନ୍ୟାସ ପ୍ରବନ୍ଧରେ

ପ୍ରତିଷ୍ଠା ଅର୍ଜନ

ଗଳ୍ପ କବିତାରେ ପୁଣି

ସିଏ ପାରଙ୍ଗମ ।।


ପବିତ୍ର ଦାସ

ରେଭେନ୍ସା ବିଶ୍ୱବିଦ୍ୟାଳୟ କଟକ

Post a Comment

0 Comments